Используйте приложение APKPure
Историческую версию Radio Amrutavani можно получить на Android
ରେଡିଓ ଅମୃତବାଣୀ ବ୍ରଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି।
ରେଡିଓ ଅମୃତବାଣୀ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ନିମନ୍ତେ ତିଆରି କରାଯାଇଛି।। ଏହି ଆପ୍ ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଶୋ ଶୋ, ପ୍ରଶ୍ନୋତ୍ତର ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ କରି ପାରିବେ।।। ଶୁଣି ଜୀବନକୁ ମୂଲ୍ୟବୋଧ ଭରପୁର କରି ପାରିବେ।। ଶ୍ରୋତାବନ୍ଧୁ ମାନେ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ କରି ନିଜ ରେକର୍ଡିଂ ପଠେଇ ପାରିବେ।।।।।
ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ।। 1936 ମସିହାରେ ଆରମ୍ଭ ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ବ୍ୟାପକ।। ଏହି ଶିକ୍ଷା ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ।।।। ହୋଇ ଏକ ଏନଜିଓ ମଧ୍ୟ କାର୍ଯ୍ୟରତ।।
ଶ୍ରୋତାବନ୍ଧୁ ସହଜ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସମ୍ପର୍କ କରି ପାରିବେ।। ନିକଟସ୍ଥ ସେବାକେନ୍ଦ୍ରର ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
Приложение Radio Amrutavani создано центрами Брахма Кумарис Одиша для духовного подъема жителей Одиши. Слушатели этого приложения могут обогатить свою жизнь духовными ценностями, слушая простые уроки медитации раджа-йоги, духовные беседы, ток-шоу о ценностях, сеансы вопросов-ответов и красивые позитивные песенные программы каждый день. Слушатели могут отправить свои записи, связавшись с Амритани по номеру WhatsApp 9414152625, чтобы принять участие в программе Amritani Radio.
Брахма Кумарис — международное учреждение по обучению ценностям, которым руководят женщины. Это всемирное духовное движение, начавшееся в 1936 году, сейчас распространено в 137 странах на 5 континентах. Этот образовательный институт также работает как международная неправительственная организация в сотрудничестве с Департаментом по связям с общественностью Организации Объединенных Наций, занимаясь позитивной личной трансформацией человечества и позитивной трансформацией мира.
Студенты могут связаться с нашими ближайшими центрами медитации, чтобы узнать больше о медитации раджа-йоги. Чтобы узнать адрес ближайшего сервисного центра, вы можете перейти по ссылке ниже и выполнить поиск по названию вашего города https://www.brahmakumaris.com/centers/
Last updated on 26/02/2023
Minor bug fixes and improvements. Install or update to the newest version to check it out!
Требуемая версия Android
7.0
Категория
Жаловаться
Radio Amrutavani
1.0 by Community Radio Apps
26/02/2023