Use APKPure App
Get Radio Amrutavani old version APK for Android
ରେଡିଓ ଅମୃତବାଣୀ ଆପ୍ ବ୍ରଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି।
ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ରାଜଯୋଗ ଶିକ୍ଷା ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ନିଜ ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ ଭରପୁର ପାରିବେ। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ | ତା ସହିତ ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ
ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ | https://www.brahmakumaris.com/centers/
Aplikasi Radio Amrutavani dicipta oleh pusat Brahma Kumaris Odisha untuk peningkatan rohani penduduk Odisha. Pendengar aplikasi ini boleh memperkayakan kehidupan mereka dengan nilai kerohanian dengan mendengar pelajaran meditasi Raja Yoga yang mudah, ceramah rohani, rancangan bual bicara nilai, sesi soal jawab dan program lagu positif yang indah setiap hari. Pendengar boleh menghantar rakaman mereka dengan menghubungi nombor WhatsApp Amritani 9414152625 untuk menyertai program Radio Amritani.
Brahma Kumaris ialah sebuah institusi pendidikan nilai antarabangsa yang dikendalikan oleh wanita. Gerakan rohani di seluruh dunia ini, yang bermula pada tahun 1936, kini tersebar luas di 137 negara di 5 benua. Institut pendidikan ini juga berfungsi sebagai NGO antarabangsa yang bekerjasama dengan Jabatan Hal Ehwal Awam Pertubuhan Bangsa-Bangsa Bersatu, yang berdedikasi untuk transformasi peribadi positif umat manusia dan transformasi dunia yang positif.
Pelajar boleh menghubungi pusat meditasi terdekat kami untuk mengetahui lebih lanjut tentang meditasi Raja Yoga. Untuk mengetahui alamat pusat servis terdekat, anda boleh ke pautan di bawah dan cari nama bandar anda https://www.brahmokumaris.com/centers/
Last updated on Feb 26, 2023
Minor bug fixes and improvements. Install or update to the newest version to check it out!
Memerlukan Android
7.0
Category
Laporkan
Radio Amrutavani
1.0 by Community Radio Apps
Feb 26, 2023